ନିଟ୍ ୟୁଜି: ସୁପ୍ରିମକୋର୍ଟରେ ଘୁଞ୍ଚିଲା…
ଓଏଲ୍ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍ ପରୀକ୍ଷା ବିବାଦ। ଏସବୁ ଭିତରେ ନିଟ୍ ୟୁଜି ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। କେନ୍ଦ୍ର ସରକାର ଓ ଏନ୍ଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଉଲ୍ଲେଖ ହୋଇଛି।…