Odisha Link
Bridging the Missing Links in Odisha
Browsing Tag

UGC

ୟୁଜିସି ନେଟ୍ ପରୀକ୍ଷା ବାତିଲ୍‌, ଶିକ୍ଷା…

ଓଏଲ୍‌ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି ଅସନ୍ତୋଷ। କାରଣ ଗତ ୧୮ ତାରିଖରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ହୋଇଥିବା ନେଟ୍‌ ପରୀକ୍ଷାକୁ ଶିକ୍ଷା ମନ୍ତ୍ରାଳୟ ବାତିଲ୍‌ କରିଦେଇଛି। ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ଆସିବା ପରେ…

ବଦଳିଲା ୟୁଜିସି-ନେଟ୍‌ ପରୀକ୍ଷା ତାରିଖ,…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପରୀକ୍ଷା ତାରିଖ। ଏବେ ୟୁଜିସି-ନେଟ୍‌ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। ଜୁନ୍‌ ୧୬ରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହେବ। ଏନେଇ ୟୁଜିସି ମୁଖ୍ୟ ଜଗଦୀଶ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଜଗଦୀଶ…

ସ୍ନାତକରେ ଅନର୍ସ ଡିଗ୍ରୀ ୪ବର୍ଷ ହେବ,…

ଓଏଲ୍ ବ୍ୟୁରୋ : ଶିକ୍ଷାରେ ଉନ୍ନତି ଆଣିବା ସହ ଶିକ୍ଷାଗତ ପ୍ରଣାଳୀକୁ ସୁଦୃଢ କରିବା ପାଇଁ ଆସିପାରେ ନୂଆ ନିୟମ। ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବା ପାଇଁ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ…

ଜାଲ୍ ବିଶ୍ଵବିଦ୍ୟାଳୟକୁ ରୋକିବ ଭାରତୀୟ…

ଓଏଲ୍ ବ୍ୟୁରୋ : ଶିକ୍ଷା ସବୁଠୁ ଉର୍ଦ୍ଧ୍ବରେ ହୋଇଥିବାବେଳେ ଜାଲ କାରବାର ମଧ୍ୟ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି । ତଥ୍ୟ ଅନୁସାରେ ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ଜାଲ୍ ବିଶ୍ବବିଦ୍ୟାଳୟକୁ ରୋକିବା ଲାଗି ଗଠିତ ହେବାକୁ ଯାଉଛି ଭାରତୀୟ ଉଚ୍ଚଶିକ୍ଷା କମିଶନ ବା HECI। ଏହା…

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମିଳିଲା…

କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା। କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨ (ଏଫ) ଅନୁଯାୟୀ ୟୁଜିସି ବିଶ୍ୱବିଦ୍ୟାଳର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର…

୨୪ ବିଶ୍ୱବିଦ୍ୟାଳୟକୁ ବେଆଇନ୍‌ ଘୋଷଣା…

ନୂଆଦିଲ୍ଲୀ: ଦେଶର ୨୪ଟି ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କଲା ୟୁଜିସି।ଏସବୁ ବିଶ୍ୱବିଦ୍ୟାଳୟ ୧୯୫୬ ମାନଦଣ୍ଡର ନିୟମ ଉଲଂଘନ କରିଥିବା ନେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ ଛାତ୍ର ସଂଗଠନ, ଅଭିଭାବକ ଓ ଗଣମାଧ୍ୟମ ପକ୍ଷରୁ ନକଲି ଶିକ୍ଷନୁଷ୍ଠାନ…

ଅକ୍ଟୋବର ପହିଲାରୁ ପାଠପଢ଼ା ଆରମ୍ଭ,…

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ପହିଲାରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ। ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷା ବର୍ଷ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରାଯାଇଛି। ୨୦୨୧-୨୨ ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପରୀକ୍ଷା ପାଇଁ…

UGC-NET ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ହେଲା UGC-NET ପରୀକ୍ଷା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି NTA ପକ୍ଷରୁ ପରୀକ୍ଷା ସ୍ଥଗିତ କରାଯାଇଛି। ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷାର ୧୫ ଦିନ ପୂର୍ବରୁ ସଂଶୋଧିତ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ:…

ନୂଆଦିଲ୍ଲୀ: ୟୁଜି, ପିଜି ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିକୋର୍ଟ। ପୂର୍ବ ଧାର୍ଯ୍ୟ ସମୟ ଅନୁସାରେ ହେବ ୟୁଜି, ପିଜି ପରୀକ୍ଷା। ଆଜି ସୁପ୍ରିମକୋର୍ଟ ୟୁଜି, ପିଜି ପରୀକ୍ଷା ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିହେବନି। କରୋନା…

ରାଜ୍ୟ ସରକାର ପରୀକ୍ଷା ବାତିଲ…

ମୁମ୍ବାଇ: ରାଜ୍ୟ ସରକାର ଚାହିଁଲେ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ବାତିଲ କରିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛନ୍ତି। ବମ୍ବେ ହାଇକୋର୍ଟରେ ପରୀକ୍ଷା ବାତିଲ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ୟୁଜିସି ସତ୍ୟପାଠ ଜରିଆରେ କହିଛି ଯେ କୋଭିଡ-୧୯…