Odisha Link
Bridging the Missing Links in Odisha
Browsing Tag

UGC NET

୧୫ରେ ହେବାକୁ ଥିବା ୟୁଜିସି-ନେଟ୍‌…

ଓଏଲ୍‌ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ୟୁଜିସି-ନେଟ୍‌ ପରୀକ୍ଷା ସ୍ଥଗିତ କଲା ଏନ୍‌ଟିଏ। ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ପରୀକ୍ଷା ସ୍ଥଗିତ। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୧୬ରେ ହେବାକୁ ଥିବା ପରୀକ୍ଷା ସୂଚୀ ଅନୁଯାୟୀ ହେବ। ନୂଆ ତାରିଖ ଖୁବଶୀଘ୍ର…

ବଦଳିଲା ୟୁଜିସି-ନେଟ୍‌ ପରୀକ୍ଷା ତାରିଖ,…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପରୀକ୍ଷା ତାରିଖ। ଏବେ ୟୁଜିସି-ନେଟ୍‌ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। ଜୁନ୍‌ ୧୬ରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହେବ। ଏନେଇ ୟୁଜିସି ମୁଖ୍ୟ ଜଗଦୀଶ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଜଗଦୀଶ…

ନଭେମ୍ବର ୧୯ରୁ ୟୁଜିସି ନେଟ୍‌ ପରୀକ୍ଷା

ଭୁବନେଶ୍ବର: ନଭେମ୍ବର ୧୯ରୁ ୟୁଜିସି ନେଟ୍‌ ପରୀକ୍ଷା ଆରମ୍ଭ। ଏନ୍‌ଟିଏ ଦ୍ବାରା ପରିଚାଳିତ ୟୁଜିସି ନେଟ୍‌ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁଜିସି ନେଟ୍‌ ପରୀକ୍ଷା ପାଇଁ ଆବେଦନକାରୀ ୱେବସାଇଟ୍‌…