ଉମା ଯାହା କହିଛନ୍ତି ସତ କହିଛନ୍ତି: ତାରା
ଭୁବନେଶ୍ବର: ଶାସକ ବିଧାୟକ କୋଭିଡ୍ ଗୁମର ଖୋଲିବା ପରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାରା କହିଛନ୍ତି ଯେ, ପରିଚାଳନା ତ୍ରୁଟିକୁ ସ୍ବୀକାର କରିଥିବାରୁ ଉମାଙ୍କୁ ଧନ୍ୟବାଦ। ସେ ସ୍ପଷ୍ଟବାଦୀ ଲୋକ। ସତ କହିବା ଲୋକ। ତେଣୁ ସେ ସତ କହିଛନ୍ତି। କିନ୍ତୁ…