‘ଉମିଦ୍’ ଯୋଜନା ଆରମ୍ଭ, ଏହାର ଫାଇଦା…
ନୂଆଦିଲ୍ଲୀ: ଶୁଭାରମ୍ଭ ହେଲା ଉମିଦ ଯୋଜନା ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରବିଜ୍ଞାନ ଓ ପ୍ରଯୁକ୍ତି, ଭୂ-ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ। ‘ଉମିଦ’ ଯୋଜନା ମାନେ ଆନୁବଂଶିକ ରୋଗର ଚିକିତ୍ସା ଓ ଅଭିନବ ପରିଚାଳନା ପଦ୍ଧତି। ଏଥିସହିତ ଦେଶର ବିଭିନ୍ନ…