୫ ଟ୍ରିଲିୟନ ଅର୍ଥନୀତିର ଯୋଜନାରେ ଓଡ଼ିଶାର…
ନୂଆଦିଲ୍ଲୀ: ବଜେଟ୍ ନୂଆ ଭାରତ ଓ ନୂଆ ଓଡିଶାର ମୂଳଦୁଆ ପକେଇବାର ବଜେଟ୍ । ଏ ବଜେଟ୍ ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍ ବୋଲି ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ତଥା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଲୋକସଭାରେ ଉପସ୍ଥାପିତ ହେବା ପରେ…