ବଜେଟ୍ ୨୦୨୨: କେଉଁ ବାବଦରେ କେତେ…
ଓଏଲ୍ ବ୍ୟୁରୋ: ମହାମାରୀ କରୋନା କାଳରେ ଅର୍ଥନୀତିକୁ ମିଳିଲା ବୁଷ୍ଟର ଡୋଜ। ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଚଳିତ ବଜେଟରେ ବିଶେଷ କରି କୃଷି, ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର…