ମୁକେଶର ଦୟା ଆବେଦନକୁ ଖାରଜ କଲେ ଦିଲ୍ଲୀ…
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶର ଦୟା ଆବେଦନକୁ ଆଜି ଦିଲ୍ଲୀର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଖାରଜ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନପାଇଁ ଗୃହ ମନ୍ତ୍ରାଳୟକୁ ଦୟା ଆବେଦନ ପଠାଇ ଦେଇଛନ୍ତି। ପ୍ରଥମେ ମୁକେଶର ଦୟା ଆବେଦନକୁ ଦିଲ୍ଲୀ ସରକାର ଖାରଜ କରିଥିଲେ। ‘ଖାରଜ’ ବୋଲି ଉଲ୍ଲେଖ…