କନ୍ୟା ୬ ଫୁଟ୍ କୁ ବର ୨ ଫୁଟ୍
ଓସ୍ଲୋ: କଥାରେ ଅଛି ଜୀବନସାଥୀ ଭଗବାନ ହିଁ ଧାର୍ଯ୍ୟ କରିଥାନ୍ତି। ସମ୍ପର୍କ ଗଢିବା ପାଇଁ ସମାନତା କିମ୍ବା ସୌନ୍ଦର୍ଯ୍ୟର ଆବଶ୍ୟକତା ନଥାଏ, ଏହି କଥାକୁ ପ୍ରମାଣ କରିଛନ୍ତି ପାକିସ୍ତାନର ଏକ ଦମ୍ପତ୍ତି। ଏହି ଦମ୍ପତ୍ତିଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚ ଚାଲିଛି। ପାକିସ୍ତାନରେ ୬ ଫୁଟ୍ର କନ୍ୟା…