ବିଦ୍ୟାର୍ଥୀ ସାବଧାନ: ଓଡ଼ିଶାରେ ଚାଲିଛି…
ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୪ଟି ସ୍ଵଂୟଚାଳିତ ଅଣ ମାନ୍ୟତାପ୍ରାପ୍ତ ବିଶ୍ଵ ବିଦ୍ୟାଳୟକୁ ନକଲି ଘୋଷଣା କରିଛନ୍ତି। ଆୟେଗ ଦ୍ବାରା ଜାରି ହୋଇଥିବା ତାଲିକାରେ ସର୍ବାଧିକ ନକଲି ବିଶ୍ବବିଦ୍ୟାଳୟ ଉତ୍ତର ପ୍ରଦେଶ ଓ ଦେଶର ରାଜଧାନୀ ନୂଆଦିଲ୍ଲୀରେ ରହିଛି। ଏଥିରୁ ଦୁଇଟି ନକଲି…