ଆସିଲା ରାଜ୍ୟ ସରକାରଙ୍କ ଅନଲକ-୫…
ଭୁବନେଶ୍ବର: ଅନଲକ ୫.୦ର ଘୋଷଣା କରିଛନ୍ତି ରାଜ୍ୟ ସରାକର। କେନ୍ଦ୍ର ସରକାର ଅକ୍ଟୋବର ମାସ ପାଇଁ ମାର୍ଗଦର୍ଶିକା ଜାରି କରିବା ପରେ ଓଡିଶା ସରକାର ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାର ଅଧିକରୁ ଅଧିକ କ୍ଷେତ୍ରରେ ତାଲା ଖୋଲିବା ପାଇଁ ପ୍ରୟାସ କରୁଥିବା ବେଳେ ଓଡିଶା ସରକାର କିନ୍ତୁ…