ଆଖି ବୁଜିଲେ ଉନ୍ନାଓ ଗଣ ଦୁଷ୍କର୍ମ…
ନୂଆଦିଲ୍ଲୀ: ଜୀବନ ସହ ସଂଗ୍ରାମରେ ଶେଷରେ ହାରିଗଲେ ଉନ୍ନାଓ ଗଣ ଦୁଷ୍କର୍ମ ପୀଡ଼ିତା। ଶୁକ୍ରବାର ରାତି ୧୧.୪୦ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଅଭିଯୁକ୍ତମାନେ କିରୋସିନ ଢାଳି ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ହେଲେ ଗୁରୁତର ଅବସ୍ଥାରେ ତାଙ୍କୁ ସଫଦରଜଙ୍ଗ…