ଉତ୍ତରପ୍ରଦେଶ ବିଜେପି ସଭାପତିଙ୍କୁ କରୋନା
ଲକ୍ଷ୍ନୌ: ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ ହେବା ଜଣାପଡ଼ିବାର କିଛି ସମୟ ପରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହଙ୍କୁ ମଧ୍ୟ ଏହି ମହାମାରୀ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ନିଜେ ଶ୍ରୀ ସିଂହ ଏ ନେଇ ଟୁଇଟରରେ ଜଣାଇଛନ୍ତି।…