ମୁହାଁମୁହିଁ ହେଲେ ଆମେରିକା-ଇରାନ,…
ନୂଆଦିଲ୍ଲୀ: ଆମେରିକା- ଇରାନ ମୁହାଁମୁହିଁ ବିଶ୍ଵର ତୈଳ ବଜାରକୁ ପ୍ରଭାବିତ କରିଛି।ଭାରତରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ନୂଆବର୍ଷ ଦିନ ତୈଳଦର ସ୍ଥିର ଥିବାବେଳେ ଗୁରୁବାର ଏବଂ ଶୁକ୍ରବାର ତୈଳଦର ବୃଦ୍ଧି ପାଇଛି। ଆମେରିକା ଶୁକ୍ରବାର ଇରାକ୍ର ବାଗଦାଦସ୍ଥିତ ଏକ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ…