Odisha Link
Bridging the Missing Links in Odisha
Browsing Tag

USA

ହ୍ବାଇଟ୍‌ ହାଉସ୍‌ ଆକଳନ: ଆମେରିକାରେ ୨.୪…

ଓଏଲ୍‌ ବ୍ୟୁରୋ: ଆମେରିକା ଏବେ ବିଶ୍ବର ସର୍ବାଧିକ କରୋନା ଭୂତାଣୁ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି। ଏଠାରେ ଆଜି ସୁଦ୍ଧା ୧ ଲକ୍ଷ ୯୦ ହଜାର ବ୍ୟକ୍ତି କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୪,୧୦୦ ଜଣ ମୃତ୍ୟୁବରଣ କରିସାରିଲେଣି। ତେବେ ଏ ସଂଖ୍ୟା ବେଶ୍‌ ଅଧିକ ହେବ ବୋଲି ଆମେରିକା ରାଷ୍ଟ୍ରପତିଙ୍କ…

କରୋନା ଭୂତାଣୁ ଯୋଗୁଁ…

ଓଏଲ୍‌ ବ୍ୟୁରୋ: ବିଶ୍ବ ସାରା କରୋନା ଭୂତାଣୁ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ସେଇ ସମାନ ନାମରେ ଏକ ଆମେରିକୀୟ ବିଅର୍‌ ବ୍ରାଣ୍ଡ୍‌ ବ୍ୟବସାୟ ପ୍ରଭାବିତ ହୋଇଛି। କରୋନା ଭୂତାଣୁ ବ୍ୟାପିବା ପରଠାରୁ ଆମେରିକାରେ ଏହି ବିଅର୍‌ ବିକ୍ରି କମିଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି। କରୋନା ବିଅର…

ଆମେରିକାର ‘କରୋନା’ ସହରରେ…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ସାରା ବିଶ୍ବକୁ ଭୟଭୀତ କରି ରଖିଥିବା ବେଳେ ବର୍ତ୍ତମାନ ସମୟରେ ଆମେରିକାରେ ସର୍ବାଧିକ ବ୍ୟକ୍ତି ଏହା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ତେବେ ଅନେକେ ହୁଏତ ଜାଣି ନଥିବେ ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଏକ ସହର ଅଛି ଯାହାର ନାମ 'କରୋନା'। ଏହି ସହରରେ ଏଯାବତ୍‌ ୧୩ ଜଣ…

ଦକ୍ଷିଣ ଆଫ୍ରିକା ବୋଲର ଛାଡ଼ିଲେ ନିଜ ଦେଶ,…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀ ଆଉ ଅଫ ସ୍ପିନର ଡେନ୍‌ ପିଟ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଦଳରେ ଦେଖିବାକୁ ପାଇବେନି। କାରଣ ସେ ଆଉ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ରିକେଟ ଖେଳିବେ ନାହିଁ। ଆମେରିକାକୁ ବିଶ୍ୱକପ କ୍ରିକେଟ ଖେଳାଇବା ଦିଗରେ ସେ ସମସ୍ତ ପ୍ରକାରର ଉଦ୍ୟମ କରିବେ ଓ ଏଥିପାଇଁ ସେ ଦକ୍ଷିଣ ଆଫ୍ରିକା…

ଅଣାୟତ ଆମେରିକା: ୧ ଲକ୍ଷରୁ ଅଧିକ କରୋନା…

ଓଏଲ୍‌ ବ୍ୟୁରୋ: ବିଶ୍ବର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାଖାପାଖି ପହଞ୍ଚିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସଂଖ୍ୟା ଏକ ଲକ୍ଷ ଡେଇଁଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୨୦୫ ଥିବା ବେଳେ ୧,୭୦୧ ଜଣ ମୃତ୍ୟୁ ବରଣ କରିସାରିଲେଣି। ଆମେରିକା ପଛକୁ…

କରୋନା: ଇଟାଲି ଓ ଚୀନକୁ ବଳିଗଲା ଆମେରିକା

ଓଏଲ୍‌ ବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଚୀନ୍‌ ଆଉ ଇତାଲିକୁ ବି ବଳିଯାଇଛି ଆମେରିକାର ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଆମେରିକାରେ ୮୫,୪୩୫ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଶ୍ବରେ ଏହା ସର୍ବାଧିକ। ଆମେରିକା ପଛକୁ ରହିଛି ଚୀନ୍। ଏଠାରେ…

ଆମେରିକା ଅସମ୍ଭାଳ: ୪୬,୧୬୮ କରୋନା…

ଓଏଲ୍‌ ବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ନିୟନ୍ତ୍ରଣ ଅଅଣାୟତ ହୋଇପଡ଼ିଛି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଗତ ୩ ଦିନ ଭିତରେ ୨୦,୦୦୦ରୁ ଅଧିକ ନୂଆ ରୋଗୀ ଠାବ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ପ୍ରାୟ ୧୧,୦୦୦ ନୂଆ ରୋଗୀ ଠାବ ହୋଇଛନ୍ତି।…

ଆମେରିକା ଅସମ୍ଭାଳ, ଭାରତ ପାଇଁ…

ଓଏଲ୍‌ ବ୍ୟୁରୋ: ସେଚତନତା ହିଁ କରୋନା ଭୂତାଣୁର ଏକମାତ୍ର ଔଷଧ, ଅନ୍ୟ କୌଣସି ବିକଳ୍ପ ନାହିଁ। ଜନତା ନ ଚେତିଲେ ଛାରଖାର ପରିସ୍ଥିତି ସୃଷ୍ଟି ହେବାକୁ ବେଶି ସମୟ ଲାଗିବନି। ଆମେରିକା ଭଳି ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମ୍ପନ୍ନ ଦେଶ ଏବେ ଅସମ୍ଭାଳ ଅବସ୍ଥା ଆଡ଼କୁ ଗତି କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା…