ଜୁନ୍ ପହିଲାରୁ ଟି-୨୦ ବିଶ୍ବକପ୍, ଉସେନ…
ଓଏଲ୍ ବ୍ୟୁରୋ: ଜୁନ୍ ପହିଲାରୁ ଆରମ୍ଭ ହେବ ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍। ଚଳିତଥର ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ। ଆଉ ସବୁଠୁ ବଡ଼କଥା ହେଲା ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟଙ୍କୁ ପୁରୁଷ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରିଛି…