ଦୁଇ ସଭାପତି, ଦୁଇ ସ୍ଥାନରେ ସମ୍ବର୍ଧନା…
ନୟାଗଡ଼: ସାମ୍ବାଦିକ ସଂଘ ଗୋଟିଏ। କିନ୍ତୁ ସଂଘର ସଭାପତି ଭାବେ ଦୁଇ ଜଣ ଅଛନ୍ତି। ଜଣେ ସଭାପତି ପୂର୍ବରୁ ଥିବାବେଳେ ଅନ୍ୟଜଣେ ନବନିଯୁକ୍ତ ହୋଇଛନ୍ତି। ଉଭୟଙ୍କୁ ସମ୍ବର୍ଧନା ଦେବା ପାଇଁ ଗତକାଲି ନୟାଗଡ଼ରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ ହୋଇଛି।
ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ…