ରାଜ୍ୟ ସରକାରଙ୍କୁ ଏବିଭିପିର ପ୍ରଶ୍ନ,…
ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ଓ ଲକ୍ଡାଉନ୍ ପାଇଁ ରାଜ୍ୟରେ ପାଖାପାଖି ୮ ମାସ ହେବ ସମସ୍ତ ଶିକ୍ଷାନୁଷ୍ଟାନ ବନ୍ଦ ରହିଛି। ରାଜ୍ୟରେ ପୂର୍ବ ଅପେକ୍ଷା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସରକାର କରୋନା କଟକଣା ସହ ବିଭିନ୍ନ ରାଜନୈତିକ ସଭା ସମିତି, ମଦ ଦୋକାନ ଆଦି ଖୋଲା ରଖିଛନ୍ତି। ଦିନ…