Odisha Link
Bridging the Missing Links in Odisha
Browsing Tag

UTTAR PRADESH

ହାଥରସ ଦଳାଚକଟା: ସୁପ୍ରିମକୋର୍ଟରେ…

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସରେ ଗତକାଲି ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି। ଏପରିକି ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ପାରେ ଆଶଙ୍କା ମଧ୍ୟ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।…

ଭୋଳା ବାବା ସତସଙ୍ଗରେ ବଡ଼ ଅଘଟଣ, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶର ହାଦରସ ଜିଲ୍ଲା ସିକନ୍ଦରାରାଓ ନିକଟରେ ବଡ଼ ଅଘଟଣ। ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ…

ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ,…

ଓଏଲ୍‌ ବ୍ୟୁରୋ: ସରିଛି ଲୋକସଭା ନିର୍ବାଚନ। ହେଲେ ସରିନାହିଁ ଉତ୍ତର ପ୍ରଦେଶ ରାଜନୈତିକ ହଟଚମଟ। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ରାଜ୍ୟସଭା ନିର୍ବାଚନ ହୋଇଥିଲା। ସେହି ସମୟରେ ସମାଜବାଦୀ ପାର୍ଟିର ୭ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ। ଏହି ୭ ବିଧାୟକ ବିଜେପିର ଜଣେ ଅତିରିକ୍ତ ପ୍ରାର୍ଥୀଙ୍କୁ…

ଭିଡିଓ ଭାଇରାଲ ପରେ ମତଦାତାଙ୍କୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଗଣତନ୍ତ୍ରର ମହାପର୍ବ ଚାଲିଛି। ମନ ପସନ୍ଦର ନେତା ବାଛୁଛନ୍ତି ଜନତା। ଏସବୁ ମଧ୍ୟରେ ଜଣେ ମତଦାତାଙ୍କୁ ବାନ୍ଧିଛି ପୁଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ବାରମ୍ବାର ଭୋଟ୍‌ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେପଟେ…

କାଲି ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟର ୧୫…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି। ୫୬ଟି ଆସନରୁ ରାଜ୍ୟସଭା ନିର୍ବାଚନରେ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭା‌ପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା,…

ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡରେ ସୁନା ଖଣି…

ଓଏଲ୍‌ ବ୍ୟୁରୋ : ସାରା ବିଶ୍ୱରେ ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ଖଣିଜ ସଂପଦ ପାଇଁ ବେଶ ପରିଚିତ। ସେଠାକାର ମାଟିରୁ ଅନେକ ସମୟରେ ମୂଲ୍ୟବାନ ଖଣିଜ ସମ୍ପଦ ମିଳିଥିବାବେଳେ ବୁନ୍ଦେଲଖଣ୍ଡର ଲଲିତପୁର ଅଞ୍ଚଳ ତଳେ ସୁନାର ଖଣି ଥିବା ଜଣା ପଡିଛି ବୋଲି ସ୍ଥାନୀୟ ଖଣିଜ ବିଭାଗ ଦ୍ୱାରା ସୂଚନା। ଖଣିଜ…

ବିଜେପିରେ ମିଶିଲେ କଂଗ୍ରେସର ଭେଟେରାନ୍‌…

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମଙ୍ଗଳବାର ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରତନଜିତ ପ୍ରତାପ ନାରାୟଣ ସିଂହଙ୍କୁ ଦଳରେ ସ୍ୱାଗତ କରିଛନ୍ତି ଉତରପ୍ରଦେଶ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ପୁଅ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ…

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ। ଏଥିପାଇଁ ଆରମ୍ଭ ହୋଇ ସାରରିଲାଣି କସରତ। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ ପୁଅକୁ ଟିକେଟ୍‌ ଦେବା ପାଇଁ ବିଜେପି ହାଇ କମାଣ୍ଡଙ୍କୁ ଚିଠି ଲେଖିଛନ୍ତି ସାଂସଦ।…

ୟୁପିରେ ବିଜେପିର ଡବଲ ଇଞ୍ଜିନ ସରକାର…

ଉତ୍ତରପ୍ରଦେଶ: ଉତରପ୍ରଦେଶର ନାଗରିକଙ୍କ ଆଶୀର୍ବାଦ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରହିଛି। ୟୁପିରେ ବିଜେପିର ଡବଲ ଇଞ୍ଜିନ ସରକାର ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ୟୁପିର ନିର୍ବାଚନ ପ୍ରଭାରୀ…

ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟାକାଣ୍ଡ…

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆସିଲା ବଡ଼ ଖବର। ଲଖୀମପୁର ଖେରୀ ହିଂସାକାଣ୍ଡ ଦୁର୍ଘଟଣା ନୁହେଁ ବରଂ ଥିଲା ଷଡ଼ଯନ୍ତ୍ର। ଏଭଳି କିଛି ରିପୋର୍ଟ ତଦନ୍ତ ଦାୟିତ୍ୱରେ ଥିବା ବିଚାରପତିଙ୍କୁ ଦେଇଛନ୍ତି ତଦନ୍ତକାରୀ ସଂସ୍ଥା ଏସଆଇଟି। ଉତ୍ତର ପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର…