ମା’ଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ…
ନୂଆଦିଲ୍ଲୀ : ସ୍ବାଧୀନତା ପରେ ଭାରତରେ ପ୍ରଥମଥର ପାଇଁ ଫାଶୀ ପାଇବେ ଜଣେ ମହିଳା। ସେ ତାଙ୍କ ପ୍ରେମିକ ସଲିମ୍ଙ୍କ ସହ ମିଶି ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ସବନମ୍ଙ୍କୁ ଫାଶୀ ପାଇଁ ମଥୁରା ଜେଲ୍ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
୨୦୦୮ ମସିହାର ଏହି ହତ୍ୟା…