ଅଯୋଧ୍ୟା: ରାମ ଜନ୍ମଭୂମି ପୂଜାରୀଙ୍କ…
ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ଆସିଲା ବଡ଼ ଖବର। ଅଗଷ୍ଟ ୫ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୁଲିସ୍ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂଜାରୀ ପ୍ରଦୀପ ସେ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ…