ଉତ୍ତରକାଶୀ ଟନେଲ ଅପରେସନ: ୧୨ ଦିନ ପରେ…
ଓଏଲ୍ ବ୍ୟୁରୋ: ଆଉ ମାତ୍ର କିଛି ସମୟର ଅପେକ୍ଷା। ହଟିବ ଟନେଲର ଅନ୍ଧାର, ବଞ୍ଚିବ ୪୧ ଜୀବନ। ଆଉ ୧୨ ଦିନ ପରେ ଆଲୋକ ଦେଖିବେ ଶ୍ରମିକ। ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି। ଭୁଶୁଡ଼ି ପଡ଼ିଥିବା ୬୦ ମିଟରରୁ ୪୫ ମିଟର ଟପିଲେଣି ଉଦ୍ଧାରକାରୀ। ତେବେ ଲୁହାର ଚଟ୍ଟାଣ ଯୋଗୁଁ ଉଦ୍ଧାର…