ରାଜ୍ୟରେ ଖାଲି ପଡ଼ିଛି ୯୦ ହଜାର ଶିକ୍ଷକ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସରେ ଶିକ୍ଷା। ସେଥିପାଇଁ ଗୋଟିଏ ପରେ ଗୋଟିଏ ସ୍କୁଲକୁ ସ୍ମାର୍ଟରୂପ ଦିଆଯାଉଛି। ଯାହା ରାଜ୍ୟର ଶିକ୍ଷାକ୍ଷେତ୍ର ପାଇଁ ବହୁତ ଭଲ। ହେଲେ ପିଲାଙ୍କୁ ପଢ଼ାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ। ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବି। ଅନ୍ୟପଟେ ମାଳ ମାଳ ଆଶାୟୀ…