ବୈଷ୍ଣୋ ଦେବୀ ଦର୍ଶନରୁ ଶେଷଯାତ୍ରା
ପୁଲବାଣୀ: ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ବିଶିଷ୍ଟ ଚିକିତ୍ସକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡାକ୍ତର ଶିଶିର କୁମାର ପ୍ରଧାନ ନିଜର ପତ୍ନୀ ଏବଂ ପୁଅଙ୍କ ସହ ଗତ ୫ ତାରିଖରେ…