ଲକ୍ଡାଉନରେ କଳାବଜାରୀ: ଆଳୁ, ପିଆଜ ଦର…
କଟକ: ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ। ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ସଥା ତେଜୁରାତି ଓ ପନିପରିବା ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲକ୍ଡାଉନରେ ଲୋକେ ଅଧିକ ପରିମାଣରେ କିଣୁଥିବା ବେଳେ ଆଳୁ ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି।…