୫୫ ହଜାରରେ ନିଲାମ ହେଲା ବିଦ୍ୟାଙ୍କ…
ଭୁବନେଶ୍ୱର : ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହୋଇଛି। ୫୫ ହଜାର ଟଙ୍କାରେ ଏହା ନିଲାମ କରାଯାଇଛି। ଏହି ଶାଢ଼ୀ ବିକ୍ରିର ସମସ୍ତ ଅର୍ଥ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ।
ପ୍ରକାଶ ଯେ, ଗତ ଅଗଷ୍ଟ ୧୫ରୁ ୨୦ ପର୍ଯ୍ୟନ୍ତ ଏହାର ନିଲାମୀ…