Odisha Link
Bridging the Missing Links in Odisha
Browsing Tag

Vigilance Net

ଭିଜିଲାନ୍ସ ଜାଲରେ ସିଡିପିଓ

ଜୟପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଆଉ ଜଣେ ସରକାରୀ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନନ୍ଦପୁର ସିଡିପିଓ ସିଗ୍ଧାରାଣୀ ମିଶ୍ର। ସିଗ୍ଧାରାଣୀଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍। ନିଜ କାର୍ଯ୍ୟାଳୟରେ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ…

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଆର-ଆଣ୍ଡ- ବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ସାରଦା ପ୍ରସାଦଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ତାଙ୍କ ପାଖରୁ ୧ କୋଟି ୫୫…

ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଅଧିକାରୀ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି ଜଣେ ସହକାରୀ ଅଗ୍ନିଶମ ଅଧିକାରୀ। ପ୍ରକାଶ ଯେ, ବରଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ପେଟ୍ରୋଲ ପମ୍ପ ପାଇଁ ଫାୟାର ସେଫ୍ଟି ପ୍ରମାଣପତ୍ର…

ଭିଜିଲାନ୍ସ ଜାଲରେ ବରିଷ୍ଠ ଅଧିକାରୀ

ଭୁବନେଶ୍ବର: ଭୁବନେଶ୍ବରର ଜଣେ ବରିଷ୍ଠ ଅଧିକାରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିଜ୍ ଏଣ୍ଡ ବଏଲସ୍ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ଭୁବନେଶ୍ବର ସ୍ଥିତ ଘର ଏବଂ ଅଫିସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ…

ଭିଜିଲାନ୍ସ ଜାଲରେ ଚିଲିକା ଡିଏଫ୍ଓ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍‌ଓଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍ଓଙ୍କ ଆଲୋକ ରଞ୍ଜନ ହୋତା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ…

ଭିଜିଲାନ୍ସ ଜାଲରେ କିରାଣୀ

କଟକ: ଆଜି କିରାଣୀ ନାରାୟଣ ସାହୁ ଜଣେ ସହକାରୀ ଶିକ୍ଷକଙ୍କ ୪୩ ହଜାର ଟଙ୍କାର ବକେୟା ବିଲ ପ୍ରସ୍ତୁତ କରିବା ପାଇଁ ୫ ହଜାର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଟକ ଭକ୍ତ ମଧୁ ବିଦ୍ୟାପୀଠ କିରାଣୀ ନାରାୟଣ ସାହୁ। ନାରାୟଣ ସାହୁ ବିଲ ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ…

ଭିଜିଲାନ୍ସ ଜାଲରେ ଜିଆରଏସ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ସୁକଳ ପଞ୍ଚାୟତର ଜିଆରଏସ ଛବି ନାରାୟଣ ପଣ୍ଡାଙ୍କୁ ଧରିଛି ଭିଜିଲାନ୍ସ। ଛବି ନାରାୟଣ ସେହି ପଞ୍ଚାୟତର ଇନ୍ଦ୍ରମଣୀ ପଣ୍ଡାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ପୁରୀ ଭିଜିଲାନ୍ସ ଟିମ୍ ଗିରଫ କରିଛି ।

ଭିଜିଲାନ୍ସ ଜାଲରେ ଏନଏସି…

ଝାରସୁଗୁଡା : ଭିଜିଲାନ୍ସ ଜାଲରେ କୁଚିଣ୍ଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ରିୟ ମହାପାତ୍ରଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଜିତେନ୍ଦ୍ରିୟଙ୍କ କୁଚିଣ୍ଡା ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ସ୍ଥିତ…

ଭିଜିଲାନ୍ସ ଜାଲରେ ପିଏଚ୍‌ଡି ସହକାରୀ…

ବଲାଙ୍ଗିର: ବଲାଙ୍ଗୀର ପିଏଚଡି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦୁରିଆଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାପଡିଛି। ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ବଲାଙ୍ଗୀର ଅଫିସ ସହ ବାରିପଦାରେ ଥିବା ପୈତୃକ…