Odisha Link
Bridging the Missing Links in Odisha
Browsing Tag

Vigilance

ଭିଜିଲାନ୍ସ ଜାଲରେ ୬,୮୧୭ କର୍ମଚାରୀ,…

ଭୁବନେଶ୍ବର: ଏବେ ରାଜ୍ୟର ମୋଟ ୬,୮୧୭ ଜଣ ସରକାରୀ କର୍ମଚାରୀ ଦୁର୍ନୀତି ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଏମାନଙ୍କ ମଧ୍ୟରେ ୮୯୫ ଜଣ ଗ୍ରୁପ୍-ଏ ଅଧିକାରୀ ମଧ୍ୟ ଅଛନ୍ତି। ଏ ସମସ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ଗତକାଲି…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବରଗଡ଼: ଆଜି ସକାଳୁ ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବରଗଡ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭୁବନେଶ୍ବରର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଆଜି ବରଗଡ଼ ଉଠା ଜଳସେଚନ ବିଭାଗର…

ଭିଜିଲାନ୍ସ ଜାଲରେ ବରପାଲି ସିଡିପିଓ

ଭୁବନେଶ୍ବର: ଆଜି ବରଗଡ଼ ଜିଲ୍ଲା ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ନିଜ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସଂଯୁକ୍ତା ଲେଙ୍କା ୧୫ଦିନ ହେବ ବରପାଲିରେ ସିଡିପିଓ…

ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନୀଳାଦ୍ରି ପ୍ରସାଦ ପାଞ୍ଚୟତର ପିଇଓ ନବ କିଶୋର ଦାସ ସେହି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷ ସାହୁଙ୍କ ଠାରୁ ଏକ ବିଲ୍ ୩ଲକ୍ଷ ୭୦ ହଜାର ଟଙ୍କା ପାସ୍ କରିବା ପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ। ମାତ୍ର ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ…

ଭୁବନେଶ୍ୱର: ପୁଣି ଆଉ ଏକ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱରସ୍ଥିତ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସର୍ବେଶ୍ୱରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ…

ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ଚଢ଼ାଉ

କଟକ: ଆଜି ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଆଜି ଏସ୍‌ସିବି ମେଡିକାଲ୍‌ରେ ଭିଜିଲାନ୍ସ ରେଡ୍ ହୋଇଛି। ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଓ…

ଭିଜିଲାନ୍ସ ଜାଲରେ ମହାନଗର ନିଗମର ଅଫିସ୍…

ବ୍ରହ୍ମପୁର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ। ବ୍ରହ୍ମପୁରର ପ୍ରସିଦ୍ଧ ପିଢ଼ା ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବ୍ରହ୍ମପୁରସ୍ଥିତ ପିଢ଼ା ହୋଟେଲ ବିଏମସି…

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ୟୁନିଟ୍-୬ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ଗୋପବନ୍ଧୁନଗର ସ୍ଥିତ ବାସଭବନ ସହ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବୌଦ୍ଧ: ଓଡିଶା ଅଣ ଗେଜେଟ୍ ବନ ସେବାସଂଘ ସଭାପତି ଜଗବନ୍ଧୁ ପାତ୍ର ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ଜଗବନ୍ଧୁ ବୌଦ୍ଧ କେନ୍ଦୁପତ୍ର ବିଭାଗର ଫରେଷ୍ଟର ଅଛନ୍ତି । ବୌଦ୍ଧ ଥାନା ଅନ୍ତର୍ଗତ ରାଇଠାଣି ଗାଁ ନିକଟରେ ଥିବା ତାଙ୍କର ୨ଟି ବାସଭବନ, ଭଡା ଦିଆଯାଇଥିବା କାର୍, ସୋରୁମ୍ ତଥା ସମ୍ପର୍କୀୟଙ୍କ ଘରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ବର: କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ନୂଆପଲ୍ଲୀସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ପ୍ରମୋଦଙ୍କର ୩ଟି ପ୍ଲଟ, ୫୫ ଲକ୍ଷ…