Odisha Link
Bridging the Missing Links in Odisha
Browsing Tag

Vigillance

କୋପରେଟିଭ୍ ସୋସାଇଟିର ସବ୍ ଆସିଷ୍ଟାଣ୍ଟ…

ପୁରୀ: ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋପରେଟିଭ୍ ସୋସାଇଟିର ସବ୍ ଆସିଷ୍ଟାଣ୍ଟ ଅଡିଟର ଜେନେରାଲ ରାମ କୃଷ୍ଣ କରଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ । ରାମ କୃଷ୍ଣଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ଭାବେ ଚଢାଉ କରାଯାଇଛି। ମୁକୁନ୍ଦପ୍ରସାଦରେ ଥିବା ଦୁଇ ମହଲା…

ଲାଞ୍ଚ ନେଇ ଗିରଫ ହେଲେ ବିଞ୍ଝାରପୁର…

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାର ଏଏସଆଇ ଯୁଧିଷ୍ଠିର ମଲ୍ଲିକ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଚଢାଉ କରି ନଗଦ ଟଙ୍କା ସହ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ବିଞ୍ଝାରପୁର କଣ୍ଟିପୁର ଅଞ୍ଚଳର…

ଭିଜିଲାନ୍ସ ଜାଲରେ ବିଜୁଳି ବିଭାଗ କିରାଣୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଜୁଳି ବିଭାଗର ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଜିତ କୁମାର ମିଶ୍ରଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ବିଜୁଳି ଉପଭୋକ୍ତା ସରୋଜ କୁମାର ପାଢୀଙ୍କଠାର ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।…