ବିଦେଶରୁ ଫେରି ଏମିତି କହିଲେ ଭିନୀଲ…
ଭୁବନେଶ୍ବର: କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି ଆଇଏଏସ ଆର୍ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍ରେ ପଞ୍ଜିକରଣ କରିଛନ୍ତି । ନିଜ…