୧୧ ହଜାର ରନ୍ କ୍ଲବରେ ସାମିଲ ହେଲେ ରନ୍…
ମାଞ୍ଚେଷ୍ଟର: ସୁପରସଣ୍ଡେ ହାଇଭୋଲଟେଜ ମ୍ୟାଚରେ ଭାରତ ପାକିସ୍ତାନ ଆଗରେ ୩୩୭ରନ୍ ବିଶାଳ ଲକ୍ଷ୍ୟ ରହିଛି। ଏହି ହାଇଭୋଲଟେଜ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବଡ଼ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କୁ…