Odisha Link
Bridging the Missing Links in Odisha
Browsing Tag

VIRAT KOHLI

ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସମସ୍ତଙ୍କୁ ଚକିତ କଲାଭଳି ଘୋଷଣା କରିଛନ୍ତି ବିରାଟ କୋହଲି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସେ ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ଏହାପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ। ପରେ ତାଙ୍କୁ…

ଦକ୍ଷିଣ ଆଫ୍ରିକାରେ ଫେଲ୍‌ ମାରିଲା ବିରାଟ…

କେପ୍‌ ଟାଉନ୍: ବିଦେଶ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଫେଲି ମାରିଲା ବିରାଟ ବାହିନୀ। ଟିମ୍‌ ଇଣ୍ଡିଆକୁ ୨-୧ରେ ମାତ୍‌ ଦେଇ ଟେଷ୍ଟ ସିରିଜ ହାତେଇଇଲା ଘରୋଇ ଦକ୍ଷିଣ ଆଫ୍ରିକା ଦଳ। ଉଭୟ ଦଳ ପାଇଁ କର ବା ମର ମ୍ୟାଚର ୪ର୍ଥ ଦିନରେ ହିଁ ଭାରତକୁ ମାତ୍‌ ଦେଲା…

ବକ୍ସିଂ ଡେ ବିଜୟ ସହ ବର୍ଷ ଶେଷ କଲା…

ସେଞ୍ଚୁରିଆନ୍‌: ଦମଦାର ବିଜୟ ସହ ୨୦୨୧ ବର୍ଷକୁ ବିଦାୟ ଦେଇଛି ଟିମ୍‌ ଇଣ୍ଡିଆ। ପୁଣିଥରେ ବିଦେଶ ମାଟିରେ କମାଲ କଲା ଟିମ୍‌ ଇଣ୍ଡିଆ। ବକ୍ସିଂ ଡେ' ଟେଷ୍ଟରେ ସାଉଥଆଫ୍ରିକାକୁ ୧୩୩ ରନରେ ମାତ୍‌ ଦେଇ ବିଜୟ ହାସଲ କରିଛି ବିରାଟ ବାହିନୀ। ଏହି ବିଜୟ ସହ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିିଶିଷ୍ଟ ଟେଷ୍ଟ ସିରିଜରେ…

ଆରସିବି ଅଧିନାୟକ ପଦରୁ ଓହରିବେ ବିରାଟ

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ପଦରୁ ଓହରିବେ ବିରାଟ କୋହଲି। ରବିବାର ଏ ନେଇ ଘୋଷଣା କରିଛନ୍ତି ବିରାଟ। ଚଳିତ ଆଇପିଏଲ୍ ସିଜିନ୍‌ର ଶେଷରେ ସେ ଅଧିନାୟକ ପଦରୁ ଓହରିବେ। ଏ ନେଇ ଟ୍ୱିଟ୍ କରି ସେ ପ୍ରଶଂସକୁ ଅବଗତ କରାଇଛନ୍ତି।…

ବିରାଟଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଗୁରବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ୍। ଏଥିପାଇଁ ଦୁଇ ଦଳ ପ୍ରସ୍ତୁତ। ୪ର୍ଥ ଟେଷ୍ଟର ଦିନକ ପୂର୍ବରୁ ଆଇସିସି ଜାରି କରିଛି ଟେଷ୍ଟ ର‍୍ୟାଙ୍କିଙ୍ଗ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ସେ ସଦ୍ୟପ୍ରକାଶିତ…

ବିନା ଶତକରେ କୋହଲିଙ୍କ ଅର୍ଦ୍ଧଶତକ

ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ବିରାଟଙ୍କ ପାଇଁ ତାହା ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍‌ କରି…

୬ ମାସ ପରେ ଟସ୍‌ ଜିତିଲେ ବିରାଟ,…

ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଦୀର୍ଘଦିନ ପରେ ବିରାଟଙ୍କ ସପକ୍ଷରେ ଟସ୍‌ ଯାଇଛି। ଶେଷଥର ପାଇଁ କୋହଲି ଫେବୃଆରୀ ମାସରେ ଚେନ୍ନାଇରେ…

ବିରାଟ ଖସିଲେ, ବୁମରାହ ଉଠିଲେ

ନୂଆଦିଲ୍ଲୀ: ଗୁରୁବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଆଜି ଆଇସିସି ଜାରି କରିଛି ସଦ୍ୟତମ ଟେଷ୍ଟ ମାନ୍ୟତା। ଇଂଲଣ୍ଡ ଟିମର ଅଧିନାୟକ ଜୋ ରୁଟ୍ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ…

WTC ଫାଇନାଲ: ଇଂଲଣ୍ଡ ଗସ୍ତରେ ଟିମ୍‌…

ମୁମ୍ବାଇ: ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ। ଜୁନ୍‌ ୧୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ। ଇଂଲଣ୍ଡର ସାଉଥ ହମ୍ପଟନ୍‌ରେ ଖେଳାଯିବ ଏହି ମହା ମୁକାବିଲା। ଏଥିପାଇଁ ୨ ତାରିଖ ରାତିରେ ବିରାଟ ବିଗ୍ରେଡ ମୁମ୍ବାଇରୁ…

ପ୍ରଥମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ…

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍। ପ୍ରଥମ ମ୍ୟାଚରେ ଇଂଲଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ।…