Odisha Link
Bridging the Missing Links in Odisha
Browsing Tag

VIRAT KOHLI

ସିରିଜ ବିଜୟ ପରେ ବିରାଟଙ୍କ ବଡ଼ ବୟାନ,…

ଅହମ୍ମଦାବାଦ: ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୫ମ ଟି-୨୦ମ୍ୟାଚରେ ହରାଇ ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଟିମ୍‌ ୩-୨ରେ ଜିତି ସିରିଜ ହାତେଇବାରେ ସଫଳ ହୋଇଛି। ଟି-୨୦ ସିରିଜରେ ୨୩୧ ରନ କରିଥିବା ବିରାଟ କୋହଲିଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ମିଳିଥିଲା। କୋହଲି ସିରିଜରେ ୩ଟି…

ଟି-୨୦ରେ ବିରାଟଙ୍କ ବିଶ୍ବ ରେକର୍ଡ,…

ଅହମ୍ମଦାବାଦ: ପ୍ରଥମ ମ୍ୟାଚ୍‌ ହାରିବା ପରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଦମ୍‌ଦାର୍‌ ବିଜୟ ହାସଲ କରିଛି ବିରାଟ ବାହିନୀ। ବିରାଟଙ୍କ ଶାନଦାର ଅପରାଜିତ ୭୩ ଓ ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷନଙ୍କ ଧୂଆଁଦାର ୫୬ ରନ ବଳରେ ଦ୍ବିତୀୟ ଟି-୨୦ ମ୍ୟାଚକୁ ସହଜରେ ଜିତି ନେଇଛି। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ…

ଝିଅର ନାମ କରଣ କଲେ ବିରୁଷ୍କା

ମୁମ୍ବାଇ: ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି ବିରୁଷ୍କା। ଅନୁଷ୍କା ଏବଂ ଝିଅ ଉଭୟ ଭଲରେ ଥିବା ବିରାଟ କହିଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ୍‌ ଲେଖି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ତେବେ ବିରୁଷ୍କା ତାଙ୍କ ଝିଅର ନାମକରଣ କରିଛନ୍ତି । ଅନେକ ପ୍ରଶଂସକ ତାଙ୍କ…

କନ୍ୟା ସନ୍ତାନର ଜନକ ହେଲେ ବିରୁଷ୍କା

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପିତାମାତା ହୋଇଛନ୍ତି। ଅନୁଷ୍କା ଏକ ଝିଅ ଜନ୍ମ ଦେଇଛନ୍ତି। ଦୀର୍ଘ ଦିନ ଧରି ବିରୁଷ୍କା ସେମାନଙ୍କର ପ୍ରଥମ ସନ୍ତାନକୁ ଅପେକ୍ଷା କରିଥିଲେ। ବିରାଟ କୋହଲି ତାଙ୍କ ସନ୍ତାନର ଜନ୍ମ ପୂର୍ବରୁ…

ଜ୍ୟୋତିର୍ବିଦ୍‌ଙ୍କ ଭବିଷ୍ୟବାଣୀ,…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନକୁ ସ୍ବାଗତ ଜଣାଇବା ପାଇଁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ଜାନୁଆରିରେ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ନେବ ବୋଲି ଉଭୟ କୋହଲି ଓ ଅନୁଷ୍କା ଗତବର୍ଷ ଅଗଷ୍ଟ ୨୭ ତାରିଖରୁ ମଧ୍ୟ ସୂଚନା…

ସଚିନଙ୍କ ୧୭ ବର୍ଷର ପୁରୁଣା ରେକର୍ଡ…

କାନବେରା: ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ପରେ ବୁଧବାର ଦିନିକିଆ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ୧୩ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏଥିସହିତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ…

ଅଷ୍ଟ୍ରେଲିଆ ମାଟିରେ ରେକର୍ଡ ରଚିବେ କି…

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ସରିବା ପରେ ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ମାଟିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିପାକ୍ଷିକ ସିରିଜ। ଏହି ସିରିଜ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଟିମ୍‌ ଇଣ୍ଡିଆ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ଅନ୍ୟପଟେ…

ଆଇପିଏଲରୁ ଏତେ ଟଙ୍କା ରୋଜଗାର କଲେଣି…

ନୂଆଦିଲ୍ଲୀ: ସରିଲା ୨୦୨୦ ଆଇପିଏଲ ମହାକୁମ୍ଭ। ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍‌ ଦେଇ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଚାମ୍ପିଅନ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ୧୦ କୋଟି ଟଙ୍କା ପୁରସ୍କାର ପାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ଅର୍ଥ ରୋଜଗାର କରିଥିବା…

୩୨ ବର୍ଷରେ ପାଦ ଥାପିଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲିଙ୍କର ଆଜି ଜନ୍ମ ଦିନ। ସେ ୩୨ ବର୍ଷରେ ପାଦ ଥାପିଛନ୍ତି। ନଭେମ୍ବର ୫, ୧୯୮୮ରେ ଦିଲ୍ଲୀ ର ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ କ୍ରିମିନାଲ ଲୟର ଓ ମାଙ୍କ ନାଁ ସରୋଜ କୋହଲି । କୋହଲି…

ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ ୨୦୨୦:…

ନୂଆଦିଲ୍ଲୀ‌:  ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବାର୍ଷିକୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଫିଟ ଇଣ୍ଡିଆ ଡାଏଲଗ୍ ୨୦୨୦ ଇଭେଣ୍ଟରେ ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ବଙ୍କୁ ସାମିଲ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ସେମାନଙ୍କ…