ଭୂତାଣୁ, ଭୋକ ଓ ଭୂକମ୍ପ: ଦିଲ୍ଲୀରେ ଭୟ
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ମାତ୍ରା ୩.୫ ମାଗ୍ନିଚ୍ୟୁଡ୍ ଥିବା ବେଳେ ସାରା ରାଜଧାନୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଗୋଟିଏ ପଟେ କରୋନାର କବଳରେ ଭୀଷଣ ଭାବେ ପ୍ରଭାବିତ…