ନିର୍ବାଚନ ପୂର୍ବରୁ ମହାନଦୀ ପ୍ରସଙ୍ଗ,…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଚାଲିଛି ୨ୟ ପର୍ଯ୍ୟାୟ ମତଦାନ। ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ରାଜନୈତିକ ବୟାନବାଜି। ବିଶେଷକରି ବିଜେଡି-ବିଜେପି ନେତା ମୁହାଁମୁହିଁ ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗରେ ବିଜେପି ନେତା ଶାସକ ଦଳ ବିଜେଡିକୁ ସମାଲୋଚନା…