Odisha Link
Bridging the Missing Links in Odisha
Browsing Tag

Wasim Jafar

ଓସିଏରେ ଆଜି ଯୋଗ ଦେବେ ୱାସିମ୍ ଜାଫର

ଭୁବନେଶ୍ବର: ଆଜି ଓସିଏ କାର୍ଯ୍ୟାଳୟରେ ଯୋଗ ଦେବେ ଓଡ଼ିଶା କ୍ରିକେଟ ଟିମ୍‌ର ନୂଆ ମୁଖ୍ୟ କୋଚ୍‌ ୱାସିମ ଜାଫର।ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଦୁଇଟି କ୍ରିକେଟ ସିଜନ୍‌ (୨୦୨୧-୨୨, ୨୦୨୨-୨୩) ଓଡ଼ିଶା ଦଳକୁ କୋଚିଂ ଦେବେ। ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)। ଶୁକ୍ରବାର…

କ୍ରିକେଟରୁ ସନ୍ନ୍ୟାସ ନେଲେ ଓ୍ବାସିମ…

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଓ୍ବାସିମ୍‌ ଜାଫର। ଟିମ୍‌ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ଖେଳିଥିବା ମୁମ୍ବାଇର ଓ୍ବାସିମ ଜାଫର ୪୧ ବର୍ଷ ବୟସରେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏନେଇ ସେ ଆଜି ଘୋଷଣା କରିଛନ୍ତି।…