ଟିକା ଅଭାବ ସମୟରେ ଟିକା ଅପଚୟ ତାଲିକା…
ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବା ପାଇଁ ସାରାଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି। ଟିକାର ଅଭାବ କାରଣରୁ ଟିକାକରଣ ପ୍ରକ୍ରିୟାରେ ଅନିୟମିତତା ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ବିପୁଳ ପରିମାଣରେ ଟିକା ନଷ୍ଟ ହେଉଛି। ଟିକା ଅପଚୟ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଶୀର୍ଷରେ ରହିଛି…