Odisha Link
Bridging the Missing Links in Odisha
Browsing Tag

weather-update

ଜୁନ୍‌ ୮ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ:…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ତାତିରୁ ମିଳିବ ଆଶ୍ବସ୍ତି। ଆସନ୍ତା ୪-୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)। ଓଡ଼ିଶା ସମେତ ଉତ୍ତର ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରୟାଲସୀମାର କିଛି…

କାଲିଠୁ ପୁଣି ବଢ଼ିବ ତାତି, ୫ ଦିନ ଜାରି…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଯାହାଫଳରେ କିଛି ସ୍ଥାନରେ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ହେଲେ କାଲିଠୁ ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ…

ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର,…

ଓଏଲ୍‌ ବ୍ୟୁରୋ: କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଲା ତାତି। ୪୫ ଡିଗ୍ରୀ ଟପିଲା ଦିନର ତାପମାତ୍ରା। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ପରିଲିକ୍ଷିତ ହୋଇଛି। ସେହିପରି ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

ଓଏଲ୍‌ ବ୍ୟୁରୋ: ସପ୍ତାହେ ହେଲାଣି ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ଯୋଗୁ କିଛିଦିନ ହେବ ରାଜ୍ୟରେ ବର୍ଷା ଉଭାନ୍‌ ହୋଇଯାଇଛି। ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାଣିପାଗ ବିଭାଗ ଆଣିଦେଇଛି ଭଲ ଖବର। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ତାତିରୁ ନାହିଁ ନାସ୍ତି, ମାର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ହିଁ ତାତିରୁ ନାହିଁ ନାସ୍ତି। କାରଣ ଆଜିଠୁ ରାଜ୍ୟରେ ୫ ଦିନ ଯାଏଁ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର…

ରାଜଧାନୀରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ରାଜଧାନୀବାସୀ। ଗତ କିଛିଦିନ ଧରି ତାତି ବଢୁଥିବା ବେଳେ ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍‌ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି…

୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ମାସ ଅଧା ହୋଇଛି ହେଲେ ଅସହ୍ୟ ହେଲାଣି ତାତି। ରାଜ୍ୟରେ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ। ଆଜି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଆଜିଠାରୁ ରାଜ୍ୟରେ ୨ଦିନ ଯାଏଁ ବଢ଼ିବ ଜାଡ଼

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। ଆଜିଠାରୁ ୨ଦିନ ଯାଏଁ ବଢ଼ିବ ଜାଡ଼। ତେବେ ଦୁଇଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଶୀତ ସହ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ବି ଜାରି ରହିବ। ବିଶେଷକରି ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ,…

ବାଂଲାଦେଶ ଅଭିମୁଖେ ଡିପ୍ରେସନ, ଓଡ଼ିଶା…

ଭୁବନେଶ୍ୱର: ଓଡ଼ିଶା ଉପରୁ ଟଳିଲା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହେବା ସହ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ତେବେ ଏହା ଟିକିଏ ଦୁର୍ବଳ ହୋଇପଡ଼ିଥିବାରୁ ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ହ୍ରାସ ପାଇଛି । ତେବେ ଆଜି (ଶୁକ୍ରବାର) ମଧ୍ୟାହ୍ଣ ସୁଦ୍ଧା ଏହା…