ବଲିଉଡ୍ ଫେସନ୍ ଡିଜାଇନର୍ ୱିଣ୍ଡେଲଙ୍କ…
ମୁମ୍ବାଇ : ବଲିଉଡ ଷ୍ଟାରମାନେ କଣ ପିନ୍ଧିବେ, କିପରି ଦେଖାଯିବେ ସେ ସବୁର ଖବର ଫେସନ୍ ଡିଜାଇନର୍ ରଖି ଥାନ୍ତି । ଆଜି ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ବଲିଉଡର ଫେସନ୍ ଡିଜାଇନର୍ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ ହୋଇଯାଇଛି ।
ମୃତ୍ୟୁ ସମୟରେ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଗୋଆସ୍ଥିତ…