Odisha Link
Bridging the Missing Links in Odisha
Browsing Tag

WestBengal

‘ଆଳୁ ସମସ୍ୟା ନାହିଁ,…

ଓଏଲ୍‌ ବ୍ୟୁରୋ: ଆଳୁ ସମସ୍ୟାକୁ ନେଇ ଏବେ ପୁଣି ଚିନ୍ତା। ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ, ଜାନୁଆରୀ, ଫେବୃଆରୀ ଯାଏଁ ଆଳୁ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ…

କାଲି ଓଡ଼ିଶା ଆସିବେ ମୋଦି, ସୀମାରେ ଆଳୁ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆଳୁ କାର୍ଡ ଖେଳିଲେ ପଶ୍ଚିମବଙ୍ଗ ସରକାର। ଓଡ଼ିଶାକୁ ଆସିବାକୁ ଥିବ ଆଳୁ ଗାଡ଼ିକୁ ଅଟକାଇଲା ପଶ୍ଚିମବଙ୍ଗ ପ୍ରଶାସନ। ବେଲଦା ନିକଟରେ ଶତାଧିକ ଆଳୁ ଟ୍ରକ୍‌ ଅଟକି ରହିଛଇ। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଆଳୁ ଗାଡ଼ି। ମିଳିଥିବା ସୂଚନା ମୁତାବକ, କିଛିଦିନ ହେବ…

ମତଦାନ କେନ୍ଦ୍ରରେ ଗଣ୍ଡଗୋଳ, ଇଭିଏମ୍‌ ଓ…

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ଗଣତନ୍ତ୍ରର ମହାପର୍ବ। ଦେଶର ୭ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ଓଡ଼ିଶାରେ ମଧ୍ୟ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ଅଭାବନୀୟ ଘଟଣା। ପୂୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩୦ ମତଦାନ…

ପଶ୍ଚିମବଙ୍ଗରେ ବିସ୍ଫୋରଣ: ୭ ମୃତ,…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି। ପଶ୍ଚିମବଙ୍ଗରେ ହୋଇଥିବା ବିସ୍ଫୋରଣରେ ୭ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣ ବାଣ…

ତାମିଲନାଡ଼ୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି 'ଦ କେରଳ ଷ୍ଟୋରୀ'। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରେ ବ୍ୟାନ୍‌ ହୋଇଛି 'ଦ…

ପଶ୍ଚିମବଙ୍ଗରେ ଗଡିବ ପ୍ରଥମ ବନ୍ଦେ ଭାରତ…

ଓଏଲ୍‌ ବ୍ୟୁରୋ : ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ ପଶ୍ଚିମବଙ୍ଗରେ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୩୦ତାରିଖରୁ ହାୱଡା ଓ ଜଲପାଈଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବାର ସୂଚନା ମିଳିଛି। ରେଳବିଭାଗର ସୂଚନା କ୍ରମେ ଏହାର ପ୍ରଥମ ଟ୍ରାଏଲ ରନ ଶେଷ…

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବଦଳିଲା…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ସରକାର ଲଗାଇଛନ୍ତି କଟକଣା। ଏଥିସହିତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲଗାଇବା ସହ ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲଗାଇଛନ୍ତି ସରକାର। ଏସବୁ ମଧ୍ୟରେ ସରକାର ବଦଳାଇଛନ୍ତି କ୍ବାରାଣ୍ଟିନ୍‌ ନିୟମ। ପଶ୍ଚିମବଙ୍ଗରୁ…