WHO: ଭ୍ରମରେ ନ ରୁହନ୍ତୁ ଯୁବଗୋଷ୍ଠୀ
ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ସାରା ବିଶ୍ବରେ ବର୍ତ୍ତମାନ ୯ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି। ଦିନକୁ ଦିନ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ନଜରରେ ରଖି ବିଶ୍ବର ଯୁବଗୋଷ୍ଠୀ ପାଇଁ ପରାମର୍ଶ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…