Odisha Link
Bridging the Missing Links in Odisha
Browsing Tag

winter

ବଢ଼ିବ ଶୀତ, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: କିଛି ଦିନ ଲୁଚକାଳି ଖେଳିବା ପରେ ଏବେ ପୁଣି ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ…

୧୬ ଜିଲ୍ଲାକୁ ଶୀତ ସତର୍କତା

ଭୁବନେଶ୍ବର: ରାଜ୍ୟରେ ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ନବରଙ୍ଗପୁର ଆଦି…

୪ ଯାଏଁ ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଶୀତରେ ଥରିବ ଓଡ଼ିଶା । ରାଜ୍ୟର ଅନେକ ସ୍ଥାନରେ କାଲୁଆ ପବନ ଥରାଉଛି। ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଛି । ପାଣିପାଗ ବିଭାଗର କହିବାନୁସାରେ, ଏଭଳି ଶୀତ ଲହରି ୪ ତାରିଖ ଯାଏଁ ଜାରି ରହିବ । ଅଧିକାଂଶ ସ୍ଥାନରେରେ ସର୍ବନିମ୍ନ…

ରାଜ୍ୟରେ ଆସନ୍ତା ୨ ଦିନ ଘନ କୁହୁଡି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ ଦିନ ଜାରି ରହିବ ଘନ କୁହୁଡି। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି। ଆସନ୍ତା ୯ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି ହୋଇଛି। ଏଥିସହ ଆସନ୍ତା ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ,…

ରାଜ୍ୟରେ ହାଡ଼ଭଙ୍ଗା ଶୀତ, ୧୦ ଡିଗ୍ରୀ ତଳେ…

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ପ୍ରବଳ ଥଣ୍ଡା ଏବଂ କୁହୁଡିରେ ଅସ୍ତବ୍ୟସ୍ତ ଜନଜୀବନ। ଦିନ ଅପେକ୍ଷା ରାତିର ତାପମାତ୍ରାରେ ହ୍ରାସ ଘଟୁଛି। ଏଭଳି ପାଗ ଆହୁରି ୫ ଦିନ ରହିବ ବୋଲି କରିଛି…

ଶୀତରୁ ନାହିଁ ନିସ୍ତାର: ୧୧ ଜିଲ୍ଲାକୁ…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କୋହଲା ପବନ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାତି ବଢ଼ିବା ସହ କମୁଛି ପାରଦ, ବଢ଼ୁଛି ଶୀତ। ଗତକାଲି ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ଥିଲା। ବିଶେଷ ଭାବେ ଶୀତରେ ଥରୁଛି କନ୍ଧମାଳ। ଗତକାଲି ରାଜ୍ୟର ସବୁଠୁ ଥଣ୍ଡା ସହର…

ରାଜ୍ୟରେ ହାଡ଼ଭଙ୍ଗା ଶୀତ,…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଶୀତ ପ୍ରକୋପ ଆଉ ଦୁଇଦିନ ଏଭିତି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଲହରୀ ଅନୁଭୂତ ହେବା ସହ ଧିରେଧିରେ ଶୀତ ପ୍ରକୋପ କମିପାରେ। ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି। ରାଜ୍ୟର ମୋଟ ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦…

ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ଶୀତ…

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ।ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଠାରୁ ଆରମ୍ଭ କରି ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିଥିବା ଶୀତ ଲହରୀ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ପାଗ ଶୁଖିିଲା ରହିଲେ ମଧ୍ୟ ରାତିର ତାପମାତ୍ରାରେ ବଡ଼ ଧରଣର…

ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା,…

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ଶୀତର ପ୍ରକୋପ ଆହୁରି ୩ରୁ ୪ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏଥିସହ କନ୍ଧମାଳରେ ୩ ବର୍ଷରେ ରେକର୍ଡ଼ ଭାଙ୍ଗିଛି ଶୀତ। ଫୁଲବାଣୀର ତାପମାତ୍ରା ୫.୫ ଡିଗ୍ରିକୁ ଖସିଛି। ଯାହାକି ରାଜ୍ୟରେ ସର୍ବନିମ୍ନ। ୨୦୧୭ ମସିହାରେ ଏହା ୫.୭…

ରାଜ୍ୟରେ ବଢିବ ଶୀତ, ୫ ଡିଗ୍ରୀ ତଳକୁ…

ଭୁବନେଶ୍ୱର: ରାଜ୍ୟରେ ଆଗକୁ ପ୍ରବଳ ଶୀତ ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ର ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିବ। ହେଲେ ଚଳିତବର୍ଷ ଶୀତର ପ୍ରକୋପ କମ୍ ଅଛି। କିନ୍ତୁ ରାଜ୍ୟ ଉପରୁ ଗୁରୁଚାପ ବଳୟ ହଟିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା…