ସୁପାରୀ ଦେଇ ଝିଅକୁ ମାରିଲା ମା
ବାଲେଶ୍ୱର: ସୁପାରୀ ଦେଇ ଝିଅକୁ ମାରିଲା ମା । ନଗ୍ରମ ଗାଁ ପୋଲତଳୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କଲା ସଦର ଥାନା ପୁଲିସ। ମୃତା ମହିଳା ଶିବାନୀ ନାୟକ । ପୁଲିସ ଜଣେ ସୁପାରୀ କିଲରକୁ ଗିରଫ କରିଛି ।
ସୂଚନା ଅନୁସାରେ, ଶିବାନୀଙ୍କ ମା ଜଣେ ସୁପାରୀ କିଲରକୁ ସୁପାରି ଦେଇ ତାଙ୍କୁ ହତ୍ୟା…