ନବୀନ ନିବାସ ସାମ୍ମାନାରେ ଧାରଣାରେ ବସିଲେ…
ଭୁବନେଶ୍ୱର: ନ୍ୟାୟପାଇଁ ଧାରଣାରେ ବସିଲେ ମହିଳା ସମ୍ବାଦିକା । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା କଟକର ସସ୍ମିତା ଆଚାର୍ଯ୍ୟ ନ୍ୟାୟ ଦାବି କରି ଆଜି ସକାଳେ ନବୀନ ନିବାସ ସାମ୍ମାନରେ ଧାରଣା ଦେଇଥିଲେ। ସେଠାରୁ ପୁଲିସ୍ ତାଙ୍କୁ ଉଠାଇ ନେଇଛି। ଏହି ଘଟଣା ସମ୍ପର୍କରେ…