ମହିଳା ଏସିଆ କପ୍ ସେମିଫାଇନାଲରେ ଭାରତ,…
ଓଏଲ୍ ବ୍ୟୁରୋ: ମହିଳା ଏସିଆ କପ୍ ୨୦୨୪ର ୧୦ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ନେପାଳ। ଦାମ୍ବୁଲା ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ନେପାଳକୁ ୮୨ ରନ୍ରେ ପରାସ୍ତ କରି ଏସିଆ କପ୍ର ସେମିଫାଇନାଲରେ ପ୍ରବେଶ କରିଛି। ମ୍ୟାଚର ସୁପରଷ୍ଟାର ଥିଲେ 'ଲେଡି ସେହଓ୍ବାଗ' ଶେଫାଳି ବର୍ମା।…