ବିଶ୍ବ ବନ୍ଧୁତା ଦିବସରେ ବୃକ୍ଷ ସହ…
ଭୁବନେଶ୍ବର : ବିଶ୍ବ ବନ୍ଧୁତା ଦିବସ ଅବସରରେ ଭିନ୍ନ ଏକ ପ୍ରୟାସ। ଏହି ବନ୍ଧୁତାକୁ ଦେଶ ବ୍ୟାପି ପାଳନ କରାଯାଉଥିବା ବେଳେ କିଏ ବନ୍ଧୁ ମିଳନ ତ ଆଉ କିଏ ବନ୍ଧୁ ମାନଙ୍କ ସହ ବଣଭୋଜି କରି ପାଳନ କରିଥାନ୍ତି। କିନ୍ତୁ ଏହି ବନ୍ଧୁତା ଦିବସକୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ଭାରତ ବିକାଶ ପରିଶଦ ଓ…