ଆଜି ବିଶ୍ୱ ଏଡସ୍ ଦିବସ
ଓଏଲ୍ ବ୍ୟୁରୋ: ବିଶ୍ୱ ପାଳୁଛି ଏଡସ୍ ଦିବସ। ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ଏହି ଦିବସ ପାଳନ କରାଯାଉଥିବାବେଳେ ଏହା ୧୯୮୮ ମସିହାରୁ ଆରମ୍ଭ ହୋଇଥିଲା। ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ରୋଗର ନିରାକରଣ ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ବିଭିନ୍ନ ସଭାର ଆୟୋଜନ ହୋଇଥାଏ। ବିଶ୍ୱବାସୀଙ୍କ…