ପୁଣି ଉହାନରେ ବ୍ୟାପିଲା ମହାମାରୀ କରୋନା
ଉହାନ: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ କରୋନା। ୭ ମାସ ପରେ କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଢୁଥିବା ସଂକ୍ରମଣକୁ ଦେଖି ଅଧିକ ସଂଖ୍ୟକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଚୀନରେ ଲକ୍ଡାଉନ କଡାକଡ଼ି କରାଯିବା ସହ ଯାତ୍ରା ଉପରେ…