ଜଗନ୍ନାଥଙ୍କ ଅର୍ଥ ୮ ପ୍ରତିଶତରୁ ୨.୧୧…
ଭୁବନେଶ୍ୱର : ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ ସୁଧ ହାରରେ ପଇସା ଫେରସ୍ତ ହୋଇଛି ।
ଅଧିକା ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ…