ଲାଇଭରେ ଫ୍ୟାନ୍ସଙ୍କୁ ଯୋଗ କରାଇବେ…
ମୁମ୍ବାଇ: ଆଉ ଦୁଇ ଦିନ ପରେ ସାରା ବିଶ୍ବ ପାଳନ କରିବ ବିଶ୍ବ ଯୋଗ ଦିବସ। ଏହାପୂର୍ବରୁ ବି-ଟାଉନର ଷ୍ଟାର କଳାକାର ମଲାଇକା ଅରୋରା ଫ୍ୟାନ୍ସଙ୍କୁ ଯୋଗ କରିବା ପାଇଁ ପ୍ରେରଣା ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏବେ ଚର୍ଚ୍ଚାରେ ବି-ଟାଉନର ଚର୍ଚ୍ଚିତ ଅଭିନେତ୍ରୀ। ଏଥିସହିତ ସେ ତାଙ୍କ ଫ୍ୟାନ୍ସ…